www.samajalive.in
Saturday, December 13, 2025
26.1 C
Bhubaneswar

ରାଇସ୍‍ ମିଲ୍‍ ମାଲିକ ନିଖୋଜ, ଅପହରଣ ସନ୍ଦେହ

ଜୟପୁର: ସଦର ଥାନା କୁମୁଲିପୁଟର ରାଇସ୍‍ ମିଲ୍‍ ମାଲିକ ନିଖୋଜ । ଶୁକ୍ରବାର ସନ୍ଧ୍ୟାରୁ ରାଇସ୍‍ ମିଲ୍‍ ମାଲିକ ଏ.ରମେଶ ପାତ୍ର ନିଖୋଜ ଥିବାବେଳେ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଛି । ବୋରିଗୁମ୍ମା ଥାନା ଅଞ୍ଚଳର ପେରାହାଣ୍ଡି ବ୍ରିଜ ନିକଟରୁ ଅପହରଣ କରାଯାଇଥିବା ଜଣାପଡିଛି । ତେବେ ନିଖୋଜ ନେଇ ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories