www.samajalive.in
Tuesday, December 9, 2025
26.1 C
Bhubaneswar

ସୁନ୍ଦର ଓ ଷ୍ଟାଇଲିସ ଦେଖାଯିବା ପାଇଁ ପିନ୍ଧନ୍ତୁ ଏହି ଜ୍ୟାକେଟ

ଥଣ୍ଡା ବଢିବା ସହ ମହିଳା ସୁନ୍ଦର ଓ ଷ୍ଟାଇଲିସ ଦେଖାଯିବା ପାଇଁ ଚିନ୍ତା ବଢିଯାଇଥାଏ। କାରଣ ମହିଳାଙ୍କୁ ଲାଗିଥାଏ ଯେ ଶୀତଦିନର ବସ୍ତ୍ରରେ ପିନ୍ଧିବା ଦ୍ୱାରା ସେମାନେ ଅଧିକ ମୋଟା ଦେଖାଯାଇଥାଆନ୍ତି। ମାତ୍ର ଏପରି ୫ପ୍ରକାରର ଜ୍ୟାକେଟ ବିଷୟରେ ଜାଣନ୍ତୁ ଯାହାକୁ ଆପଣ ପୂଜାପର୍ବ, ବାହାରକୁ ବୁଲିବା ସମୟରେ, ବଜାର ଯିବା ସମୟରେ ମଧ୍ୟ ପିନ୍ଧିପାରିବେ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ସୁନ୍ଦର ଓ ଷ୍ଟାଇଲିସ ଦେଖାଯିବେ।
ଟ୍ରକ ଜ୍ୟାକେଟ – ଟ୍ରକ ଜ୍ୟାକେଟ ଡ଼େନିମ କିମ୍ବା ଜିନ୍ସ ଜ୍ୟାକେଟ ଅଛି। ଯାହାର ଦୁଇ ପାର୍ଶ୍ବରେ ପକେଟ ରହିଛି। ଏହାର ଡ଼ିଜାଇନ ମଧ୍ୟ ନୂତନ ଶୈଳୀର। ଜ୍ୟାକେଟରେ ହୋଇଥିବା ଏମଡ଼ୋରୀର କାମ ମଧ୍ୟ ଅଧିକ ସୁନ୍ଦର ଲାଗିଥାଏ।
ବ୍ଲାଉଜ ଜ୍ୟାକେଟ – ଏହି ପ୍ରକାରର ଜ୍ୟାକେଟକୁ ପିନ୍ଧିବା ପରେ ଏହା ଅଳ୍ପ ଢିଲା ରହିଥାଏ। ଆପଣ ଯଦି ଜିନ୍ସ ଓ ଟପ୍ସ ପିନ୍ଧିବେ ଏହି ପ୍ରକାରର ଜ୍ୟାକେଟ ଖୁବ ସୁନ୍ଦର ଲାଗିଥାଏ। ଏହା ବିଭିନ୍ନ ପ୍ରକାରର ରଙ୍ଗର ହୋଇଥାଏ।
ଅନୋକ ୟା ପାରକାସ ଜ୍ୟାକେଟ – ଏହା ମଧ୍ୟ ବିଭିନ୍ନ ରଙ୍ଗର ମିଳିଥାଏ। ଅନ୍ୟ ଜ୍ୟାକେଟ ତୁଳନାରେ ଏହା ଅଧିକ ଲମ୍ବା ହେବା ସହ ବହୁତ ହାଲକା ମଧ୍ୟ ହୋଇଥାଏ।
ବିକର ଜ୍ୟାକେଟ – ଏହି ପ୍ରକାରର ଲେଦର ଜ୍ୟାକେଟରେ ଚେନରେ ଭିନ୍ନ ଭିନ୍ନ ଡ଼ିଜାଇନ ହୋଇଥାଏ। ବଟମ ମଧ୍ୟ ଲାଗିଥାଏ। ଏହାକୁ ପିନ୍ଧିଲେ ଖୁବ ସୁନ୍ଦର ଲାଗିଥାଏ।
ବୋମବର ଜ୍ୟାକେଟ – ଜିନ୍ସ ଓ ସାର୍ଟ ଅନ୍ୟ ପୋଷାକ ସହ ଏହି ପ୍ରକାରର ଜ୍ୟାକେଟ ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଏ। ଥଣ୍ଡାରୁ ଏହା ରକ୍ଷା କରିବା ସହ ପିନ୍ଧିଲେ ଖୁବ ସୁନ୍ଦର ମଧ୍ୟ ଦେଖାଯାଏ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories