ଅପରାହ୍ଣ ୪ଟା ମୁଖ୍ୟ ଖବର
ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ ..
ଜୁଲାଇ ୨୨ରେ ଆରମ୍ଭ ହେବ ବଜେଟ୍ ଅଧିବେଶନ,ବଜେଟ୍ ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ..
ଆସନ୍ତାକାଲି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା: ଆଜି ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ..
ଆଜି ଦୈନିକ ଖବର କାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ..
ବିଭିନ୍ନ ସ୍ଥାନରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ.. ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ..
ଆଜିଠୁ ୪ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ବଦଳିଯିବ ଜୀବନ..
ସନ୍ଧ୍ୟାରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିବେ..
ବିମାନ ବନ୍ଦରରୁ ସଡକ ପଥରେ ସିଧାସଳଖ ଜୟଦେବ ଭବନରେ ହେବାକୁ ଥିବା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ..
ନିଟ୍ ୟୁଜି କାଉନସେଲିଂ ସ୍ଥଗିତ..
ରତ୍ନଭଣ୍ଡାର ଖୋଲାଯିବା ନେଇ ବସିଥିବା ବୈଠକ ଶେଷ..
ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ୍ ବିଶ୍ୱନାଥ ରଥ..
ଡୁପ୍ଲିକେଟ ଚାବି ଅଛି, ସେଥିରେ ନଖୋଲିଲେ ତାଲା ଭଙ୍ଗାଯିବ..
ଏନେଇ ସରକାରଙ୍କୁ ଜଣାଇବା ପରେ ଯାହା ଏସଓପି ଜାରି କରାଯିବ ତାହାକୁ ନେଇ ନିଷ୍ପତି ହେବ..
ଆସନ୍ତ ୯ ତାରିଖରେ ପୁଣି ବସିବ ପରବର୍ତ୍ତୀ ବୈଠକ..
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିବାହ ପୂର୍ବରୁ ରିକ୍ସାରେ ଏମିତି କିଛି କଲେ କନ୍ୟା..
Comments are closed.