ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ବଦଳିଯିବ ଜୀବନ..

ରାହୁ ଏବେ ଗୁରୁଙ୍କ ଘର ମୀନ ରାଶି ଓ ନକ୍ଷତ୍ର ପୂର୍ବାଭାଦ୍ରପଦରେ ବିରାଜମାନ ଅଛନ୍ତି । ୮ ଜୁଲାଇରେ ରାହୁ ଶନିଙ୍କ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବେ ଓ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଏଥିରେ ରହିବେ । ଏହାର ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର । ଏମାନଙ୍କର ଆର୍ଥିକ ସ୍ଥିତିରେ ଲାଭ, କାର୍ଯ୍ୟରେ ସଫଳତା ଓ ଜୀବନ ହସଖୁସିରେ ଅତିବାହିତ ହେବ । ଜାଣନ୍ତୁ ସେହି ରାଶି ବିଷୟରେ । ମେଷ … Continue reading ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ବଦଳିଯିବ ଜୀବନ..