ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିବାହ ପୂର୍ବରୁ ରିକ୍ସାରେ ଏମିତି କିଛି କଲେ କନ୍ୟା..

ନୂଆଦିଲ୍ଲୀ : ବିବାହ ଉତ୍ସବରେ ଫଟୋ ଉଠାଇବା ଏବେ ଟ୍ରେଣ୍ଡ୍ ରେ ରହିଛି। ତେବେ ବିବାହ ପୂର୍ବରୁ ମଧ୍ୟ ବର-କନ୍ୟା (ପ୍ରାକ୍ ବିବାହ ଫଟୋ ଉଠାଇବା) ବିଭିନ୍ନ ଫଟୋ ଉଠାଉଛନ୍ତି। ବର-କନ୍ୟା ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯିବା ସହ ବିଭିନ୍ନ ଶୈଳୀରେ ଫଟୋ ଉଠାଉଛନ୍ତି। କେତେବେଳେ ସମୁଦ୍ର ତ କେତେବେଳେ ପାହାଡ ପର୍ବତ ସ୍ଥାନକୁ ଯାଇ ଫଟୋ ଉଠାଇ ଥାଆନ୍ତି। ମାତ୍ର ନିକଟରେ ସୋସିଆଲ ମିଡିଆରେ ବିବାହ ପୂର୍ବର ଏକ ଏପରି ଫଟୋ ସୁଟ୍ ଭାଇରାଲ ହେଉଛି, … Continue reading ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିବାହ ପୂର୍ବରୁ ରିକ୍ସାରେ ଏମିତି କିଛି କଲେ କନ୍ୟା..