www.samajalive.in
Friday, December 12, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏମକେସିଜିରେ ହେବ ବର୍ଣ୍ଣ କେୟାର ୟୁନିଟ୍.. ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ..

ସୁନ୍ଦରଗଡ​‌ରେ ବୀଭତ୍ସ ହତ୍ୟାକାଣ୍ଡ.. ନାତି ହାତରେ ଅଜାର କଟାମୁଣ୍ଡ.. ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି..

- Advertisement -

ଏଣିକି ରାଜଧାନୀରେ ବାର୍, ପବ୍ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ..

ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ କେଜ୍ରିଓ୍ବାଲ.. ଅବକାରୀ ନୀତି ମାମଲାରେ କେଜ୍ରିୱାଲ ତାଙ୍କ ଗିରଫଦାରୀ ଏବଂ ସିବିଆଇ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି..

ବିହାରରେ ଦବିଲା ଆଉ ଏକ ପୋଲ.. ଟାର୍ଗେଟରେ ଲାଲୁ ଯାଦବଙ୍କ ଦଳ, ବିଜେପି କହିଲା- ଛାଡ଼ିବୁନି..

ନିଟ୍, ନୂଆ ଫୌଜଦାରୀ ଆଇନକୁ ନେଇ ସଂସଦରେ ହଟ୍ଟଗୋଳ..

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା.. ବ୍ଲାଷ୍ଟ ଫର୍ଣ୍ଣେସ ୫ରେ ଗ୍ୟାସ୍‍ ଲିକ୍‍ ହୋଇ ୯ଜଣ ଆହତ.. ଇସ୍ପାତ ଜେନେରାଲ ହସ୍ପିଟାଲରେ ୮ଜଣ ଭର୍ତ୍ତି.. ଗ୍ୟାସ ଲିକରୁ ଦୁର୍ଘଟଣା ଘଟିଥିବା ସନ୍ଦେହ..

ନିଟ୍ ପୁନଃପରୀକ୍ଷା ଫଳ ପ୍ରକାଶିତ..

ରଥଯାତ୍ରାରେ ଭିଆଇପିଙ୍କୁ ମନ୍ଦିର ପ୍ରବେଶ ମନା..

ବିନା ଅନୁମତିରେ କାଟିପାରିବେନି ତାଳଗଛ.. ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ.. ରାଜ୍ୟରେ ଏବର୍ଷ ଲାଗିବ ୧୯ଲକ୍ଷ ତାଳ ଗଛ..

ଓଡ଼ିଶା ଜନସାଧାରଣଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁ କହିଲେ ପ୍ରତାପ ଦେବ.. ୩୦୦ ୟୁନିଟ୍‍ ବିଦ୍ୟୁତ୍‍ ବିଲ୍‍ ଛାଡ ପାଇଁ ଘୋଷଣା କରିଥିଲା ବିଜେପି.. ଆଜିଠୁ ୩୦୦ ୟୁନିଟ୍‍ ଯାଏଁ ବିଦ୍ୟୁତ୍‍ ବିଲ୍‍ ଛାଡ କରୁ.. ବିଜେଡି କ୍ଷମତାକୁ ଆସିଲେ ଜୁଲାଇରୁ ବିଦ୍ୟୁତ୍‍ ବିଲ୍‍ ଛାଡ କରିଥାନ୍ତା..

ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ..ମାସ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଆଇନ.. ଦେଶରେ ଆଜିଠୁ ଲାଗୁ ହେଲା ନୂଆ ଆପରାଧିକ ଆଇନ..

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories