www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ରାହୁ ଓ ନ୍ୟାୟର ଦେବତା ଶନି ଗ୍ରହଙ୍କ ଖୁବ୍ ମହତ୍ତ୍ୱ ରହିଛି। ଶନି ଓ ରାହୁଙ୍କର ଖୁବ୍ ଶୀଘ୍ର ଏକ ରୋଚକ ସ୍ଥିତି ତିଆରି ହେବାକୁ ଯାଉଛି। ଜୁଲାଇ ୮ରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରି ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସ୍ୱାମୀ ଶନି ଦେବତା। ରାହୁ ଶନିଙ୍କ ନକ୍ଷତ୍ରରେ ଆସିବାକୁ ଶୁଭ ଯୋଗ ସୃଷ୍ଟି ହେଉଛି। ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସକରାତ୍ମକ ଫଳ ପ୍ରଦାନ କରିବା ସହ ଶୁଭଫଳ ପ୍ରଦାନ କରିବ। ଏହି ରାଶି ଲୋକଙ୍କୁ ଧନ, ରାଜନୀତି ସମେତ ଅନ୍ୟ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଖୁବ୍ ଉନ୍ନତି ହେବ। ଜାଣନ୍ତୁ..

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ବଡ ସଫଳତା ଦେବ। ଆପଣଙ୍କ ଶତ୍ରୁ ଶାନ୍ତ ହେବ। କର୍ମକ୍ଷେତ୍ରରେ କିଛି ନୂଆ କରିବାର ଯୋଜନା ସଫଳ ହେବ। ଶୁଭଫଳ ମିଳିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ। ଭୂମି, ଯାନ କିଣିବାର ଯୋଗ ରହିଛି। ରାଜନୀତିରେ ଥିବା ଲୋକଙ୍କୁ ସଫଳତା ମିଳିବ।

ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

- Advertisement -

ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ। ଆୟରେ ନୂଆ ରାସ୍ତା ସାମ୍ନାକୁ ଆସିବ। ଅଟକି ଥିବା ଧନ ମିଳିବ। କର୍ମକ୍ଷେତ୍ରରେ ଆରାମ ଅନୁଭବ ହେବ। କରୁଥିବା ଯୋଜନା ସଫଳ ହେବ। ଚାକିରିରେ ଉଚ୍ଚ ପଦ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ବ୍ୟବସାୟରେ ଲାଭ ମିଳିବ। କାମରେ ସଫଳତା ମିଳିବ। ନୂତନ ଚାକିରିର ଯୋଗ ରହିଛି। ହଠାତ୍ ଲାଭବାନ୍ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ।

ତୁଳା – ରାହୁଙ୍କର ନକ୍ଷତ୍ର ପରିବର୍ତ୍ତନ ତୁଳା ରାଶି ବ୍ୟକ୍ତି ବିଶେଷଙ୍କୁ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତି ହେବ। ଗୋଟିଏ ପରେ ଗୋଟିଏ ଲାଭ ମିଳିବ। ହଠାତ୍ ଧନ ମିଳିବ। ଚାକିରି ମିଳିବ। ଲୋକପ୍ରିୟତା ଓ ମାନସମ୍ମାନ ବୃଦ୍ଧି ପାଇବ।

ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

ମକର- ଏହି ନକ୍ଷତ୍ର ପରିବର୍ତ୍ତନ ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ଶୁଭଫଳ ମିଳିବ। ନିବେଶ ପାଇଁ ଉତ୍ତମ ସମୟ ରହିଛି। ସଫଳତା ମିଳିବ ଓ ଶୁଭଫଳ ପ୍ରାପ୍ତି ହେବ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories