ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

ସନାତନ ଧର୍ମରେ ସୋମବାର ଦିନର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ମନସ୍କାମନା ପୂରଣ ହୋଇଥାଏ। ସକାଳେ ସ୍ନାନ ପରେ ବିଧି ସହ ଶିବଙ୍କ ପୂଜା କରନ୍ତୁ। ଏହାପରେ ପ୍ରଭୁ ଶଙ୍କରଙ୍କ ୧୦୮ ନାମର ଜପ ଭକ୍ତି ଭାବ ସହ କରନ୍ତୁ। ପୂଜା ଶେଷ ପରେ ଆଳତୀ କରନ୍ତୁ। ପୂଜାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। … Continue reading ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..