www.samajalive.in
Saturday, December 13, 2025
26.1 C
Bhubaneswar

ନିଟ-ୟୁଜି ବିବାଦ: ପରୀକ୍ଷାରେ ଅନିୟମିତା ଅଭିଯୋଗରେ ମାମଲା ରୁଜୁ, ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ  ନିଟ-ୟୁଜି ଅନିୟମିତତା ଘଟଣାର ତଦନ୍ତ ଭାର ସିବିଆଇ ହାତରେ ଅର୍ପଣ କରାଯାଇଥିଲା। ଆଜିଠାରୁ ସିବିଆଇ ପକ୍ଷରୁ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାସହିତ ଏନଟିଏ ଦ୍ବାରା ପରିଚାଳିତ ନିଟ-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ସିବିଆଇ ପକ୍ଷରୁ ନିଟ-ୟୁଜି ବିବାଦରେ ଫୌଜଦାରି ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ସହ ସିବିଆଇ ତଦନ୍ତ ଆରମ୍ଭ  କରିଛି।

ନିଟ-ୟୁଜି ବିବାଦ ମାମଲାର  ତଦନ୍ତ ପାଇଁ ସିବିଆଇ ପକ୍ଷରୁ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି। ସିବିଆଇର ଏହି ସ୍ବତନ୍ତ୍ର ଟିମ ପାଟନା ଓ ଗୋଧ୍ରା ଗସ୍ତ କରିଛି। ସ୍ଥାନୀୟ ପୁଲିସର ଏତଲା ଆଧାରରେ ସିବିଆଇ ଟିମ ସେଠାରେ ତଦନ୍ତ କରିବା ପାଇଁ ଯାଇଥିବା ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories