www.samajalive.in
Sunday, December 14, 2025
26.1 C
Bhubaneswar

ବଲେରୋ ସହ ୧.୨ କୁଇଣ୍ଟାଲ ଗଂଜେଇ ଜବତ

ବୌଦ୍ଧ: ବୌଦ୍ଧ ପୁଲିସ ଏକ ବଲେରୋ ଗାଡି ସହିତ ୧୨୦ କିଲୋ ଗଂଜେଇ ଜବତ କରିଥିବା ଜଣାଯାଇଛି। ବଲେରୋ ଯୋଗେ ଗଂଜେଇ ଚାଲାଣ ହେଉଥିବାନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନା ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ପେଟ୍ରୋଲିଂ ଚାଲିଥିଲା। ଜଗଦୀଶପୁର ରଇଠାଣି ଛକ ନିକଟରେ ପୁଲିସକୁ ଦେଖି ଏକ ବଲେରୋ ଗାଡି( ଓଡ଼ି ୧୬ଜି ୩୧୨୬) ଅଟକିବା ପରେ ଡ୍ରାଇଭର ଗାଡି ଛାଡି ଦୌଡି ପଳାଇଥିଲା। ପୁଲିସ ଗାଡିଟିକୁ ଜବତ କରି ଯାଞ୍ଚ କରିବାପରେ ତାହାରି ଭିତରୁ ୧୨୦ କିଲୋ ଗଂଜେଇ ବାହାରିଥିଲା। ବୌଦ୍ଧ ଥାନାରେ ଏ ନେଇ ଏକ ମାମଲା ( ୨୪୩/୨୪) ରୁଜୁ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories