ରାଜ୍ୟ କ୍ୟାବିନେଟ ବୈଠକ ଶେଷ..
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ..
ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର..
କ୍ୟାବିନେଟ ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ..
ଜୁନ୍ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାର କାର୍ଯ୍ୟକାଳ..
ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍ମିଟ୍ : ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ..
ଜି ୭ ଦେଶର ମୋଟ୍ ମତଦାତାଙ୍କଠାରୁ ଭାରତରେ ଅଧିକ ଭୋଟର..
ଚଳିତଥର ମତଦାନ କରିଛନ୍ତି ୬୪ କୋଟିରୁ ଅଧିକ ଭୋଟର..
୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା..
୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ବିଶ୍ଵ ରେକର୍ଡ..
ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..
ଓଜେଇଇ ୨୦୨୪ ରେଜଲ୍ଟ ପ୍ରକାଶ..
ଚଳିତ ଥର ୫୬ହଜାର ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ..
ଚଳିତ ବର୍ଷ ୧୧ଟି ବିଭାଗରେ ପ୍ରବେଷିକା ପରୀକ୍ଷା ହୋଇଥିଲା



