ସୁନା କିଣିବେ କି ? ଜାଣନ୍ତୁ କେତେ ଶସ୍ତା ହେଲା..

ନୂଆଦିଲ୍ଲୀ : ଯଦି ଆପଣ ସୁନା-ଚାନ୍ଦି କିଣିବାକୁ ଚିନ୍ତା କରୁଛନ୍ତି। ତେବେ ଆପଣଙ୍କ ପାଇଁ ଖୁସି ଖବର। ସୋମବାର ୩ ଜୁନ୍ ୨୦୨୪ରେ ସୁନା-ଚାନ୍ଦି ଦାମ୍ କମିଛି। ଶସ୍ତାରେ ସୁନା କିଣିବା ପାଇଁ ଆପଣଙ୍କୁ ଏବେ ସୁଯୋଗ ଆସିଛି। ରାଜଧାନୀ ଦିଲ୍ଲୀରେ ୩ ଜୁନ୍ ୨୦୨୪ରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬୬,୬୪୦ ଟଙ୍କା ପ୍ରତି ୧୦ ଗ୍ରାମକୁ। ୨୪ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୭୨,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ। ଜାଣନ୍ତୁ : … Continue reading ସୁନା କିଣିବେ କି ? ଜାଣନ୍ତୁ କେତେ ଶସ୍ତା ହେଲା..