www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ରିମାଲ’.. ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନାକୁ ପ୍ରସ୍ତୁତ.. ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ..

ପ୍ରକାଶ ପାଇଲା +୨ ରେଜଲ୍ଟ.. ଏକ ସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ଫଳ.. କଳା, ବାଣିଜ୍ୟ, ବିଜ୍ଞାନରେ ପୁଅଙ୍କ ତୁଳନାରେ ଝିଅ ଆଗରେ..

- Advertisement -

୨୯ରେ ବାଲେଶ୍ବର-ଭଦ୍ରକରେ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ.. ୩୦ରେ ରାହୁଲଙ୍କ ସିମୁଳିଆରେ ବୈଠକ..

କାହାର ହେବ ଆଇପିଏଲ୍ ଟ୍ରଫି.. ଆଜି କୋଲକାତା ନାଇଟ୍ ରାଇଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଫାଇନାଲ ଟକ୍କର..

ମାଟ୍ରିକ ରେଜଲ୍ଟ.. ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ..

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ.. ଖୋର୍ଦ୍ଧା ଜିଲାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ..

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ.. ୨୮ରେ ଶାହ ଓ ୨୯ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ..

ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆ କାନ୍ସରେ ଜିତିଲେ ଗ୍ରାଣ୍ଡପ୍ରି ପୁରସ୍କାର..

ପୁଣେ ପୋର୍ସେ କାର୍‌ ଦୁର୍ଘଟଣା.. ଅଭିଯୁକ୍ତ ନାବାଳକର ଜେଜେ ଗିରଫ..

ନୟାଗଡ଼ ଜିଲା ବାଣୀଗୋଛା ଥାନା କଣପାଜୁ ଗାଁରେ ଅଭାବନୀୟ ଘଟଣା.. ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ.. ଚାଲିଗଲା ପ୍ରସୂତୀଙ୍କ ଜୀବନ..

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories