www.samajalive.in
Sunday, December 7, 2025
18.1 C
Bhubaneswar

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସେନାପତି ମଙ୍ଗଳଗ୍ରହ ସାହସ-ପରାକ୍ରମ, ଭୂମି-ଭବନ, ବିବାହର କାରକ ଅଟନ୍ତି। ଜୁନ୍ ମାସରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ଖୁବ୍ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ରହିବ। ମେ ୩୧ରେ ମଙ୍ଗଳ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ଯାହା ଫଳରେ ବିଶେଷ ରାଜଯୋଗ ହେବ। ଜୁନ୍ ମାସର ଆରମ୍ଭ ହିଁ ଶକ୍ତିଶାଳୀ ରାଜଯୋଗରେ ହେବାକୁ ଯାଉଛି। ଏହାର ପ୍ରଭାବ ୧୨ ରାଶି ଉପରେ ପଡିବ। ଏହାର ପ୍ରଭାବ ଜୁଲାଇ ୧୨ ପର୍ଯ୍ୟନ୍ତ ରହିବ। ଏହି ସମୟରେ ୪ଟି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଏମାନଙ୍କୁ ବ୍ୟବସାୟରେ ଲାଭ ହେବ। ସାହସ-ପରାକ୍ରମ ବୃଦ୍ଧି ପାଇବ। ଫଳରେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ବୈବାହିକ ଜୀବନରେ ହସଖୁସି ରହିବ। ଜାଣନ୍ତୁ..

ମେ ୨୬: ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

- Advertisement -

ମେଷ – ମଙ୍ଗଳ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ମଙ୍ଗଳ ମେଷ ରାଶିର ସ୍ୱାମୀ। ଏହି ବିଶେଷ ରାଜଯୋଗ କାରଣରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ସୁଖସମୃଦ୍ଧି ପ୍ରାପ୍ତି ହେବ। ଧନ ସହ ମାନ-ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ।

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହେବ। ପଦନ୍ନୋତି ହେବ। ହଠାତ୍ ଧନ ମିଳିବ। ଆୟରେ ବୃଦ୍ଧି ହେବ। ସଞ୍ଚୟ କରିବେ। ବିଦେଶ ଯିବାର ସୁଯୋଗ ମିଳିବ।

ମିଥୁନ – ଏହି ରାଶିଙ୍କୁ ମଧ୍ୟ ଲାଭ ମିଳିବ। ଚାକିରି- ବ୍ୟବସାୟରେ ଲାଭ ମିଳିବ। ଉତ୍ଥାନ ପତନ ପରେ ମଧ୍ୟ ସଫଳତା ମିଳିବ। ଉଚ୍ଚ ଶିକ୍ଷାର ସ୍ୱପ୍ନ ପୂରଣ ହେବ। ନିବେଶ ପାଇଁ ଉତ୍ତମ ସମୟ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ – ମଙ୍ଗଳଙ୍କ ରାଶି ପରିବର୍ତ୍ତନରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ମାନସିକ ଶାନ୍ତି ମିଳିବା ସହ ସମ୍ପର୍କ ଉତ୍ତମ ହେବ। ଧାର୍ମିକ କାର୍ଯ୍ୟରେ ଲାଭବାନ୍ ହେବେ।

ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories