ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..

ସୁସ୍ଥ ଶରୀର ପାଇଁ ପେଟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ। କାରଣ ପେଟ ସହ ଜଡିତ ସମସ୍ୟା ଲାଗି ରହିଲେ ବଡ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପେଟର ସମସ୍ୟା ମଧ୍ୟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍, ବଦହଜମି ଆଦିର ସାମ୍ନା କରିବାକୁ ପଡିଥାଏ। ପେଟରେ ଏକ ପ୍ରକାର ଶବ୍ଦ ହୋଇଥାଏ। ଅନେକ ସମୟରେ ଲୋକେ ଏହାକୁ ସାଧାରଣ ଭାବି ଅଣଦେଖା କରି ଥାଆନ୍ତି। ମାତ୍ର ପେଟ ଗୁଡଗୁଡ୍ ହେବା ଗମ୍ଭୀର ରୋଗର ସଙ୍କେତ … Continue reading ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..