www.samajalive.in
Monday, December 8, 2025
17.1 C
Bhubaneswar

ବିନା ପରିଚୟରେ ବ୍ୟବହାର ହେଉଛି ୬ ଲକ୍ଷ ୮୦ ହଜାର ମୋବାଇଲ ନମ୍ବର

ଡେସ୍କ: ଦୂରସଂଚାର ବିଭାଗ ପ୍ରାୟ ୬ ଲକ୍ଷ ୮୦ ହଜାର ନକଲି ଓ ବେଆଇନ ମୋବାଇଲ୍ ନମ୍ବର ବ୍ୟବହାର ହେଉଥିବା ଜାଣିବାକୁ ପାଇଛି। ଅବୈଧ, ଅନାବଶ୍ୟକ, ନକଲି ପରିଚୟ ପତ୍ର ଏବଂ ନକଲି କେୱାଇସି ଦସ୍ତାବିଜ ବ୍ୟବହାର କରି ଏହି ନମ୍ବର ମିଳିଥିବା ସନ୍ଦେହ କରାଯାଉଛି। ଏହି ନମ୍ବରଗୁଡ଼ିକୁ ପୁଣି ପ୍ରମାଣୀକୃତ କରିବାକୁ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି। ଯଦି ୬୦ ଦିନ ମଧ୍ୟରେ ଭେରିଫିକେସନ୍ ନକରାଯାଏ ତେବେ ଡିଲିଟ୍ ହୋଇଯିବ ଏହି ମୋବାଇଲ୍ ନମ୍ବର।

୩ ଦିନ ପରେ ଆସିଲା ମତଦାନ ପରିସଂଖ୍ୟାନ, ପଞ୍ଚମ ପର୍ଯ୍ୟାୟରେ ୬୨.୨%

- Advertisement -

ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରର ସହଯୋଗ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ଏହି ଜାଲିଆତି ନମ୍ବରଗୁଡ଼ିକୁ ଚିହ୍ନଟ କରାଯାଇଛି।

ଏନଆଇଏ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories