୩ ଦିନ ପରେ ଆସିଲା ମତଦାନ ପରିସଂଖ୍ୟାନ, ପଞ୍ଚମ ପର୍ଯ୍ୟାୟରେ ୬୨.୨%

ଡେସ୍କ: ମେ’ ୨୦ରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୨.୨ ପ୍ରତିଶତ ମତଦାନ ହୋଇଥିଲା। ସେଥି ମଧ୍ୟରୁ ୬୧.୪୮% ପୁରୁଷ, ୬୩% ମହିଳା ଓ ୨୧.୯୬% ଅନ୍ୟ ବର୍ଗର ଭୋଟର ଅଛନ୍ତି। ମହାରାଷ୍ଟ୍ର ବିସ୍ଫୋରଣ – ୮ ମୃତ, ୬୦ ଆହତ ସେହି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ୫୯%, ବିହାରରେ ୫୬.୭୬%, ଝାଡ଼ଖଣ୍ଡରେ ୬୩.୨୧%, ଲଦାଖରେ ୭୧.୮୨%, ମହାରାଷ୍ଟ୍ରରେ ୫୬.୮୯%, ଓଡ଼ିଶାରେ ୭୩.୫୦%, ଉତ୍ତରପ୍ରଦେଶରେ ୫୮% ଏବଂ ପଶ୍ଚିମବଙ୍ଗରେ ୭୮.୪୫% ମତଦାନ ହୋଇଛି। Related Posts ଓଠରେ … Continue reading ୩ ଦିନ ପରେ ଆସିଲା ମତଦାନ ପରିସଂଖ୍ୟାନ, ପଞ୍ଚମ ପର୍ଯ୍ୟାୟରେ ୬୨.୨%