ଏନଆଇଏ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ

ଡେସ୍କ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଆରକ୍ଷୀ ଅଧୀକ୍ଷକ ଧନରାମ ସିଂହଙ୍କୁ ପଶ୍ଚିମବଙ୍ଗରୁ ବଦଳି କରିବା ପାଇଁ ତୃଣମୂଳ କଂଗ୍ରେସ-ଟିଏମସି କରିଥିବା ଆବେଦନକୁ ଆଜି କୋଲକାତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୨୨ ଡିସେମ୍ବରରେ ପୂର୍ବ ମିଦନାପୁର ଜିଲ୍ଲାର ଭୂପତିନଗରରେ ହୋଇଥିବା ବିସ୍ଫୋରଣ ମାମଲାରେ ଶ୍ରୀ ସିଂହ ଗତ ମାସରେ ଦୁଇ ଜଣ ତୃଣମୂଳ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲେ। ସରିଲା ପ୍ରଚାର, ମେ’ ୨୫କୁ ଅପେକ୍ଷା ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମଧ୍ୟ ଶ୍ରୀ ସିଂହଙ୍କ ବଦଳି … Continue reading ଏନଆଇଏ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ