www.samajalive.in
Monday, December 8, 2025
24.1 C
Bhubaneswar

କାନ୍ସ ଫେଷ୍ଟିଭାଲରେ ଜଳୱା ଦେଖାଇବେ କିଆରା

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ କାନ୍ସ ଫେଷ୍ଟିଭାଲରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି ବଲିଉଡ ଅଭିନେତ୍ରୀ କିଆରା ଆଡୱାନୀ। ୭୭ତମ କାନ୍ସ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି କିଆରା। ରେଡ୍‌‌ କାର୍ପେଟରେ ନିଜର ଜଲୱା ଦେଖାଇବା ପୂର୍ବରୁ କିଆର କିଛି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତ। ଫ୍ୟାନ୍ସମାନେ କିଆରାଙ୍କ ଏହି ସୌନ୍ଦଯ୍ୟ ଭରା ଫ୍ୟାଶନ ଲୁକ୍‌‌ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଖ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କ୍ୟାମେରା ଆଗରେ ପୋଜ୍‌‌ ଦେଉଛନ୍ତି। ଫଟୋରେ କିଆରା ଏକ ଧଳା ରଙ୍ଗର ଉଚ୍ଚ ସ୍ଲିଟ୍‌‌ ଗାଉନରେ ନଜର ଆସିଛନ୍ତି। ଧଳା ରଙ୍ଗର ମ୍ୟାଚିଙ୍ଗ କାନଫୁଲ ସାଙ୍ଗକୁ ହାତର ଆଙ୍ଗୁଠିରେ ମୁଦୀ ପିନ୍ଧିଛନ୍ତି। କିଆରାଙ୍କ ଏହି ଗ୍ଲାମର ଲୁକ୍‌‌ ଦେଖି ଫ୍ୟାନ୍ସ ପ୍ରଶଂସାରେ ପୋତି ପକାଇଛନ୍ତି। କିଆରା ଖୁବଶୀଘ୍ର ରାମ ଚରଣଙ୍କ ଫିଲ୍ମ ‘ଗେମ୍‌‌ ଚେଞ୍ଜର’ରେ ନଜର ଆସିବେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories