www.samajalive.in
Monday, December 8, 2025
24.1 C
Bhubaneswar

ଆଶ୍ଚର୍ଯ୍ୟ,ଚମତ୍କାର,ଶସ୍ତା : ଦେଖନ୍ତୁ ଭିଡିଓ, ଖାଲି ଡବାରୁ ତିଆରି କଲେ କୁଲର; ସବୁ ସ୍ଥାନକୁ ନେଇ ପାରିବେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ବେଶ ମନଛୁଆଁ ହେବା ସହ ଆଶ୍ଚର୍ଯ୍ୟ ଚକିତ କରିଥାଏ। କେତେବେଳେ କେହି କାରକୁ ହେଲିକପ୍ଟର କରି ଥାଆନ୍ତି ତ ପୁଣି କେତେବେଳେ ସାଇକେଲକୁ ମେସିନ କରନ୍ତି। ସେଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଏହି ଭିଡିଓକୁ ଦେଖି ନିଜ ଆଖି ଉପରେ ଭରସା କରି ପାରିବେ ନାହିଁ।

ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..

- Advertisement -


ଏହି ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ୍ ବଡ ଖାଲି ଡବାକୁ ହିଁ କୁଲର କରି ଦେଇଛନ୍ତି। ଭିଡିଓରେ ଏକ ନୀଳ ରଙ୍ଗ ବଡ ପ୍ଲାଷ୍ଟିକ୍ ଡବା ଦେଖି ପାରିବେ। ଯାହାକୁ ଏକ କୁଲର ଆକାର ଦେଇ କଟା ଯାଇଛି। କୁଲରରେ ବ୍ୟବହାର କରାଯାଉଥିବା ଏକ ପ୍ରକାର ଘାସକୁ ଏହାର ତିନି ପଟେ ଲଗା ଯାଇଛି। କୁଲର ଭଳି ପାଣି ଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପଙ୍ଖା ମଧ୍ୟ ଲଗାଯାଇଛି। ଯାହା ଜୋରରେ ଚାଲୁଛି। ଏହା ଛୋଟ ଆକାରର। ଏହାକୁ ସବୁ ସ୍ଥାନକୁ ନେଇ ଯାଇ ପାରିବେ।
ଏହି ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖି ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଏହାକୁ ତିଆରି କରିବା ବୁଦ୍ଧିକୁ ମଧ୍ୟ ପ୍ରଂଶସା କରୁଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories