ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୪ଜଣ ସାଇବର ଠକ ଅନଲାଇନ ଟ୍ରେଡିଂ ନାମରେ ୨୦ ଦିନରେ ୬୦ଲକ୍ଷ ହଡ଼ପ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



