ରାଞ୍ଚିରେ ୨ୟ ଦିନ ଚଢାଉ ; କୋଟି କୋଟି ଟଙ୍କା ଜବତ

ରାଞ୍ଚି : ଝାଡଖଣ୍ଡରେ ଇଡିର ଚଢାଉ ଏବଂ ବିପୁଳ ପରିମାଣରେ ନଗଦ କୋଟି କୋଟି ଟଙ୍କା ଜବତ ହେବା ପରେ ପୁଣି ଚଢାଉ ଜାରି ରହିଛି। ସୋମବାର ତଲାସି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ମଙ୍ଗଳବାର ରାଞ୍ଚିରେ ପାଞ୍ଚଟି ସ୍ଥାନରେ ଚଢାଉ କରିଛି। ଏହାପୂର୍ବରୁ ସୋମବାର ଏହି ମାମଲାରେ ଚଢାଉ ବେଳେ ପ୍ରାୟ ୩୫ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ମଙ୍ଗଳବାର ରାଜୀବ କୁମାର ସିଂ ନାମକ ଜଣେ ଠିକାଦାର ଘରୁ ପ୍ରାୟ ୧.୫ କୋଟି ଟଙ୍କା ଜବତ କରିଛି।
ସୂଚନା ଯୋଗ୍ୟ, ରାଜୀବ କୁମାର ସିଂଙ୍କ ଜରିଆରେ ପ୍ରାୟ ୧୦ କୋଟି ଟଙ୍କାର ନେଣ-ଦେଣ କରାଯାଇଛି।

ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..

Comments are closed.