www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡିର ମିଶ୍ରଣ ପର୍ବ:  କଂଗ୍ରେସ ଛାଡି ବିଜେଡ଼ିରେ ମିଶିଲେ ୬୨ ପରିବାର 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର  ଖରଯୋଡ଼ା ଗ୍ରାମର ୬୨ ପରିବାର କଂଗ୍ରେସ ଛାଡି ବିଜେଡି ରେ ମିଶି ଥିବା ଦେଖିବାକୁ ମିଳିଛି । ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ନେତୃତ୍ବରେ ବିଜେଡିର ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ର ଉପଦେଷ୍ଟା ସୁଧିର ଦାସ, ବ୍ଲକ ସଭାପତି ସୁନ୍ଦରାଓ ବାଗ, ବୃନ୍ଦାବନ ପାଢୀ, ଭୀମସେନ ବାଗ ଓ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଖରଯୋଡା ଗ୍ରାମର ୬୨ ବିଜେଡିରେ ଯୋଗଦେଇଛନ୍ତି। ଏହି ୬୨ ପରିବାର ପୂର୍ବ ପୁରୁଷ ରୁ  କଂଗ୍ରେସ ଦଳରେ ରହି ଆସୁଥିଲେ।
କଂଗ୍ରେସର କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗଦେଇ ମହା ସୁପ୍ରିମ ନବିନ ପଟ୍ଟନାୟକଙ୍କ କାର୍ଯ୍ୟ କଳାପ ଉପରେ ସନ୍ତୁଷ୍ଟ ହୋଇ  ଯୋଗଦେଇଥିବା ଗିରିଧର କରକରିଆ, ମକର ମହାନନ୍ଦିଆ, ପ୍ରଦିପ କୁମାର ବାଗ,ଗୋପାଳ ହିଆଲ, ଦିଲୀପ କରକରିଆ, ଧବଳ ଟାକିରି, ସୁଜିତ ନାୟକ ପ୍ରମୁଖ କହିଛନ୍ତି। ଏହି ପରିବାର ଲୋକଙ୍କୁ ଦଳୀୟ ଉତ୍ତରଣିୟ ପକାଇ ସ୍ବାଗତ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories