www.samajalive.in
Saturday, December 13, 2025
26.1 C
Bhubaneswar

୪ଟି ସ୍ଥାନରେ ବନାଗ୍ନି

ପାଟଣା : ଗୋଟିଏ ଦିନରେ ପାଟଣା ଅଞ୍ଚଳରେ ୪ଟି ସ୍ଥାନରେ ବନାଗ୍ନି ନିୟନ୍ତ୍ରଣ କରିବାକୁ ଯାଇ ପାଟଣା ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ରାଜନଗର ଇଉକାଲିପଟାସ ଜଙ୍ଗଲରେ ବଡଧରଣର ଅଗ୍ନିକାଣ୍ଡ ଘଟି ନିଆଁ ଗ୍ରାମକୁ ମାଡି ଆସୁଥିବା ସମୟରେ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଛନ୍ତି। ସେହିପରି ସିଲିପଦା ଇଉକାଲିପଟାସ ଜଙ୍ଗଲ ଓ ପୁଟୁଳିଆ ଇଉକାଲିପଟାସ ଜଙ୍ଗଲରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ପାଟଣା ଆନନ୍ଦେଶ୍ୱର ମନ୍ଦିର ପାଖ ପୁଟୁସି ଲଟାରେ ନିଆଁ ଲାଗିଥିବା ବେଳେ ତାକୁ ମଧ୍ୟ ଅଗ୍ନିଶମ ବାହିନୀ ଆୟତ୍ତ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories