www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଜାରି

ଭୁବନେଶ୍ୱର : ସୋମବାର ରାଜ୍ୟ ବିଜେପିର ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ ହୋଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଓଡିଆ ସଂକଳ୍ପପତ୍ର ଲୋକର୍ପିତ ହୋଇଥିବା ବେଳେ ଓଡିଶା ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ବିଜେପିର ଲକ୍ଷ୍ୟ ଉଦେଶ୍ୟରେ ସଂକଳ୍ପପତ୍ର ଜାରି କରାଯାଇଛି। ସଂକଳ୍ପପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲ ଲୋକାର୍ପଣ କରିଛନ୍ତି।

ଓଡ଼ିଶାରେ ପ୍ରଚାର କରିବାକୁ ଆସିପାରନ୍ତି ରାହୁଲ, ପ୍ରିୟଙ୍କା ଓ ଖଡଗେ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories