ଓଡ଼ିଶାରେ ପ୍ରଚାର କରିବାକୁ ଆସିପାରନ୍ତି ରାହୁଲ, ପ୍ରିୟଙ୍କା ଓ ଖଡଗେ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। ଏଥିରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। ପ୍ରଚାର ପାଇଁ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାହୁଲ ଗାନ୍ଧୀ ୨ଥର ଓଡ଼ିଶା ଆସି ପ୍ରଚାର କରିବେ ବୋଲି ସୂଚନା ମିଳିଛି। କଟକର ସଲେପୁର ଏବଂ ରାୟଗଡାକୁ ଆସି ପ୍ରଚାର କରିପାରନ୍ତି ରାହୁଲ। ଆସନ୍ତା ଏପ୍ରିଲ ୨୮ ଓ … Continue reading ଓଡ଼ିଶାରେ ପ୍ରଚାର କରିବାକୁ ଆସିପାରନ୍ତି ରାହୁଲ, ପ୍ରିୟଙ୍କା ଓ ଖଡଗେ