www.samajalive.in
Saturday, December 13, 2025
26.1 C
Bhubaneswar

କୁମାରପୁରରେ ମା ବାସନ୍ତୀଦୂର୍ଗାଙ୍କ ପୂଜା

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ମା ବାସନ୍ତୀ ଦୂର୍ଗାଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଛି। ଶାସ୍ତ୍ରୀୟ ବିଧି ମୁତାବକ ମାଆଙ୍କ ଚକ୍ଷୁଦାନ ,ସପ୍ତମୀପୂଜା, ମହାଷ୍ଟମୀ,ନବମୀ ଓ ବାସନ୍ତୀକ ଦଶହରା ଅନୁଷ୍ଠିତ ହୋଇଛି। ଗାଁର ଆବାଳ ବୃଦ୍ଧ ବନିତା ଓ ସ୍ଥାନୀୟ ପଞ୍ଚାୟତର ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା ପାଇଁ ପୀଠରେ ଭିଡ ଜମାଇଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ଆଳତୀ ପାଇଁ ଅହେତୁକ ଭିଡ ଅନୁଷ୍ଠିତ ହେଉଛି। ପୂଜା କମିଟିର ମୁରବୀ ତଥା ଗାଁର ବୟୋଜ୍ୟେଷ୍ଠ ଓ ଯୁବକମାନେ ଉପସ୍ଥିତ ରହି ପୂଜା ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories