www.samajalive.in
Saturday, December 13, 2025
26.1 C
Bhubaneswar

ମାଓନେତା ଶଙ୍କର ରାଓ ନିହତ, ମୁଣ୍ଡରେ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୮ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଟପ୍ କ୍ୟାଡର ମାଓନେତା ଶଙ୍କର ରାଓ ସାମିଲ ଅଛନ୍ତି । ତାଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । କାଙ୍କେର ଜିଲା ଛୋଟେବେଥିଆ ଥାନା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଛି । ଅନ୍ୟପଟେ ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି ।

ସମ୍ବଲପୁର ପୁଲିସକୁ ବଡ ସଫଳତା ; ଦେଶୀ ବନ୍ଧୁକ କାରଖାନା ଠାବ, ୩ ଗିରଫ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories