www.samajalive.in
Monday, December 8, 2025
27.1 C
Bhubaneswar

ରିୟଲମି ଆଣିଲା ୨ଟି ଦମଦାର ଫୋନ୍, ଦାମ୍ ମାତ୍ର ଏତିକି

ନୂଆଦିଲ୍ଲୀ : ରିୟଲମି ନିଜ ପି୧ ଏବଂ ପି ୧ ପ୍ରୋ ବଜାରକୁ ନେଇଆସିଛି । ଉଭୟ ସ୍ମାର୍ଟଫୋନରେ ୬.୭ ଫୁଲ ଏଚଡି ପ୍ଲସ ଡିସପ୍ଲେ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ଏବଂ ୫ ହଜାର ଏମଏଏଚ୍ ବ୍ୟାଟେରୀ ରହିଛି । ଏହା ଆଣ୍ଡ୍ରଏଡ୍ ୧୪କୁ ସପୋର୍ଟ କରିବ । ମିଡ ରେଞ୍ଜ ସେଗମେଣ୍ଟରେ ଅଧିକ ଫିଚର୍ସ ଦେବା ପାଇଁ କମ୍ପାନୀ ଏହି ମଡେଲକୁ ବଜାରକୁ ନେଇଆସିଛି ।

୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା

- Advertisement -

ପିଓ୍ବାନ୍ ୬ ଜିବି ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୧୫,୯୯୯ ଟଙ୍କା ରଖିଛି କମ୍ପାନୀ । ସେହିଭଳି ଏହାର ୮ ଏବଂ ୨୫୬ ଜିବି ଭେରିଏଣ୍ଟର ଦାମ୍ ୧୮,୯୯୯ ଟଙ୍କା । ପିଓ୍ବାନ୍ ପ୍ରୋ କଥା କହିବା ତ ଏହାର ୮-୧୨୮ ଜିବି ଭେରିଏଣ୍ଟର ଦାମ୍ ୨୧,୯୯୯ ଟଙ୍କା ଏବଂ ୮-୨୫୬ ଜିବି ଭେରିଏଣ୍ଟର ଦାମ୍ ୨୨,୯୯୯ ଟଙ୍କା । ରିୟଲମି ପିଓ୍ବାନକୁ ୨ଟି ରଙ୍ଗ ଯଥା ସବୁଜ ଏବଂ ନାଲି ରଙ୍ଗରେ ବଜାରକୁ ଆଣିଥିବାବେଳେ ପିଓ୍ବାନ୍ ପ୍ରୋକୁ କମ୍ପାନୀ ବ୍ଲୁ ଏବଂ ନାଲି ରଙ୍ଗର ବିକଳ୍ପ ଦେଇଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories