୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀମାନେ ମୋବାଇଲ ସେବାର ଅଲଗା ଅଲଗା ପ୍ଲାନର ଟାରିଫ୍ ବଢାଇବାକୁ ଯାଉଛନ୍ତି । ଚଳିତ ବର୍ଷ ମୋବାଇଲ ସେବାର ଟାରିଫରେ ୧୫-୧୭ ପ୍ରତିଶତ ବୃଦ୍ଧି ହୋଇପାରେ । ଅନ୍ୟପଟେ ଜିଓ ଓ ଏୟାରଟେଲ୍ ନିଜ ପ୍ରିମିୟମ୍ ଉପଭୋକ୍ତାଙ୍କୁ ଦେଉଥିବା ଅନଲିମିଟେଡ୍ ଡାଟା ବନ୍ଦ କରିପାରନ୍ତି । ଟାରିଫ୍ ବୃଦ୍ଧିର ନିଷ୍ପତ୍ତି ଜୁନ-ଜୁଲାଇ ସୁଦ୍ଧା କମ୍ପାନୀ ନେଇପାରେ । କିଛି ଏକ୍ସପର୍ଟ୍ସଙ୍କ ସୂଚନା ଅନୁସାରେ ମୋବାଇଲ ଫୋନ୍ ସେବା ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା … Continue reading ୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା