୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀମାନେ ମୋବାଇଲ ସେବାର ଅଲଗା ଅଲଗା ପ୍ଲାନର ଟାରିଫ୍ ବଢାଇବାକୁ ଯାଉଛନ୍ତି । ଚଳିତ ବର୍ଷ ମୋବାଇଲ ସେବାର ଟାରିଫରେ ୧୫-୧୭ ପ୍ରତିଶତ ବୃଦ୍ଧି ହୋଇପାରେ । ଅନ୍ୟପଟେ ଜିଓ ଓ ଏୟାରଟେଲ୍ ନିଜ ପ୍ରିମିୟମ୍ ଉପଭୋକ୍ତାଙ୍କୁ ଦେଉଥିବା ଅନଲିମିଟେଡ୍ ଡାଟା ବନ୍ଦ କରିପାରନ୍ତି । ଟାରିଫ୍ ବୃଦ୍ଧିର ନିଷ୍ପତ୍ତି ଜୁନ-ଜୁଲାଇ ସୁଦ୍ଧା କମ୍ପାନୀ ନେଇପାରେ । କିଛି ଏକ୍ସପର୍ଟ୍ସଙ୍କ ସୂଚନା ଅନୁସାରେ ମୋବାଇଲ ଫୋନ୍ ସେବା ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା … Continue reading ୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା
Copy and paste this URL into your WordPress site to embed
Copy and paste this code into your site to embed