www.samajalive.in
Monday, December 8, 2025
13.1 C
Bhubaneswar

୧୩୧ ତମ ଆମ୍ବେଦକର ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ଶିକରପାଇ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡ଼.ବାବା ସାହେବ  ଆମ୍ବେଦକରଙ୍କ ଫୋଟ ଅନୁସୂଚିତ ଜାତି  ତରଫରୁ ୧୩୩ତମ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି।
ଯୁବ ଗୋଷ୍ଠି ସଂଘ ସଭାପତି ମାଲେସ କୌଶଲ୍ୟା ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ  ବୈଜ୍ୟେଷ୍ଠ  ମେଦ୍ରୀ ଗରଡ଼ିଆ ଯୋଗଦେଇଥିଲେ ।ପ୍ରତାପ ବଚ୍ଚା, ମୋନଜ ନାୟକ, ତିରୁମଲା ଗାଣ୍ଟ।, ଅମିତ ଗାଣ୍ଟ। ସମ୍ମାନୀୟ ଅତିଥି ଭାବେ ରହିଥିଲେ। ଏଥିରେ ଆମ୍ବେଦକର ଙ୍କ ଜୀବନୀ ବିଷୟରେ ମତ ଦେଇଥିଲେ ।ଏଥିରେ ଅନୁସୂଚୀତ ଜାତି ଓ ଜନଜାତି ର  ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories