ଭୁବନେଶ୍ୱର : ଜଳୁଛି ରାଜଧାନୀ; ଦିନ ସାଢେ ୧୧ଟାରେ ତାପମାତ୍ରା ୩୯.୮ ଡିଗ୍ରୀ..
ବାଲେଶ୍ବର ଜିଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି ଘଟଣା..
ସାରା ରାତି ଖୋଜାଖୋଜି ପରେ ମିଳିଲା ଶିଶୁ ପୁତ୍ର..
ଜଣେ ମହିଳା ଚୋରି କରି ନେଇଯାଇଥିବା ସୂଚନା..
ମହିଳାଙ୍କୁ ଥାନାରେ ଅଟକ ରଖିଲା ପୁଲିସ..
କାମାକ୍ଷାନଗର: ବୋମାମାଡ କରି ୧୪ ଲକ୍ଷ ଲୁଟ୍..
ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ଟଙ୍କା ଲୁଟିବା ସହ ବୋଲେରୋ ନେଇ ପଳାଇଲେ ୫ ଦୁର୍ବୃତ୍ତ..
ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି..
ବ୍ରିଜେଶ କୁମାର ରାଏ ହେଲେ ରାଉରକେଲା ଏସପି..
ଡ ଉମାକାନ୍ତ ଦାଶ ହେଲେ ଅନୁଗୁଳ ଏପସି..
କଟକର ନୂଆ ଡିସିପି ହେଲେ ଆର.ପ୍ରକାଶ.
ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ନିର୍ବାଚନ କମିସନ..
ରେପୋ ରେଟ୍ ଅପରିବର୍ତ୍ତିତ, ଦରବୃଦ୍ଧିକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି..



