www.samajalive.in
Sunday, December 14, 2025
23.1 C
Bhubaneswar

ଗୁଜବକୁ ସାବଧାନ ! ଆୟକର ସ୍ଲାବରେ ହୋଇନି କୌଣସି ପରିବର୍ତ୍ତନ, ସୂଚନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ କୁହାଯାଉଥିଲା କି ୧ ଏପ୍ରିଲରୁ ଇନକମ୍ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯିବ । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୁଜବ ବୋଲି କହିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି କି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନୂଆ କର ବ୍ୟବସ୍ଥା ସମ୍ପର୍କିତ ଭ୍ରମାତ୍ମକ ସୂଚନା ପ୍ରଦାନ କରାଯାଉଛି । ଏଥିପାଇଁ ସ୍ପଷ୍ଟ କରାଯାଉଛି କି ୧ ଏପ୍ରିଲରୁ ଆୟ କର ସ୍ଲାବରେ କୌଣସି ପରିବର୍ତ୍ତନ ହେଉନି । ଧାରା ୧୧୫ ବିଏସି(୧ଏ) ଅନୁସାରେ ନୂଆ କର ବ୍ୟବସ୍ଥାକୁ ଅର୍ଥ ଅଧିନିୟମ ୨୦୨୩ରେ ପୁରୁଣା କର ବ୍ୟବସ୍ଥା ତୁଳନାରେ ଆଗତ କରାଯାଇଥିଲା ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories