www.samajalive.in
Sunday, December 7, 2025
23.1 C
Bhubaneswar

ଆଇପିଏଲ ମହାସମର: ଚେନ୍ନାଇକୁ ୨୦ରନରେ ହରାଇଲା ଦିଲ୍ଲୀ , ଆଜି ମୁମ୍ବାଇ-ରାଜସ୍ଥାନ ଟକ୍କର

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ଯାକ ମ୍ୟାଚ୍ ଜିତିବା ପରେ ଚଳିତ ଆଇପିଏଲରେ ପ୍ରଥମ ପରାଜୟ ଭୋଗିଛି ଚେନ୍ନାଇ ସୁପର କିଙ୍ଗ୍ସ। ରବିବାର ସନ୍ଧ୍ୟାର ମ୍ୟାଚରେ ଚେନ୍ନାଇକୁ ୨୦ ରନରେ ହରାଇଛି ଦିଲ୍ଲୀ । ରିଷବ ପନ୍ତ, ଡେଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ୍ କରିଥିଲା। ପରେ ଅଜିଙ୍କ୍ୟ ରାହାଣେ ଓ ମହେନ୍ଦ୍ର ସିଂ ଧୋନିଙ୍କ ଭଲ ଇଂନିସ୍ ସତ୍ବେ ସିଏସକେ ୬ ୱିକେଟ୍ ହରାଇ ୧୭୧ ରନ୍ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର ୩ ଟି ୱିକେଟ ନେଇଥିଲେ । ସେପଟେ ଆଜି ମୁମ୍ବାଇ-ରାଜସ୍ଥାନ ମଧ୍ୟରେ ଟକ୍କର ହେବ । ମୁମ୍ବାଇ ପ୍ରଥମ ଦୁଇ ମ୍ୟାଚ ହାରିଯାଇଥିବାରୁ ଆଜିର ମ୍ୟାଚ ଦଳ ପାଇଁ ଗୁରୁତ୍ୱ ବହନ କରୁଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories