ବାସୁଦେବପୁର: ବାସୁଦେବପୁର ବ୍ଲକ କୃଷ୍ଣପୁର ପଞ୍ଚାୟତ ବୋହୂମା ଘେରିରେ ଅଘଟଣ। ପୋଖରୀରେ ବୁଡ଼ି ୮ ବର୍ଷର ପୁଅ ମୃତ୍ୟୁ ହୋଇଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଏହି ୮ ବର୍ଷର ପୁଅ ବୋହୂମା ଘେରିରେ ଗାଧୋଇବାବେଳେ ବୁଡ଼ିଯାଇଥିବା ସୂଚନା ମିଳିଛି।
Popular Categories

Hot this week
‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!