ଖୁଣ୍ଟା – ଖୁଣ୍ଟା ବସ ଷ୍ଟାଣ୍ଡରେ ଥିବା ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ବିଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତ ଏଟିଏମ ଭାଙ୍ଗି ଥିଲେ ମଧ୍ୟ ଟଙ୍କା ନେବାରେ ସଫଳ ହୋଇନାହାନ୍ତି। ଥାନା ଠାରୁ ଦେଢଶହ ମିଟର ଦୂରରେ ଏହା ଘଟିଥିବାରୁ ସ୍ଥାନୀୟଲୋକେ ନିଜର ଧନସମ୍ପତ୍ତିର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛି। ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି।
Popular Categories



