www.samajalive.in
Wednesday, December 10, 2025
16.1 C
Bhubaneswar

ଏପ୍ରିଲ ଏକ ତାରିଖରୁ ଲାଗୁ ହେବ ପେନସନ୍‌ର ଏହି ନୂଆ ନିୟମ

ନୂଆଦିଲ୍ଲୀ- ଏପ୍ରିଲ ଏଖ ତାରିଖରୁ ପେନସନ୍‌ର ନୂଆ ନିୟମ ଲାଗୁ ହେବ । ନ୍ୟାସନାଲ୍‌ ପେନସନ୍‌ ସିଷ୍ଟମରେ ସୁରକ୍ଷା ପାଇଁ ଏହି ନୂଆ ନିୟମ ପ୍ରଣୟନ କରାଯାଇଛି । ପେନସନ୍‌ ଫଣ୍ଡ ରେଗୁଲେଟାରୀ ଆଣ୍ଡ ଡେଭେଲପ୍‌ମେଣ୍ଟ ଅଥରଟି ଏହି ନୂଆ ନିୟମ ଲାଗୁ କରିବା ପାଇଁ ଯାଉଛନ୍ତି ।

ଏପ୍ରିଲ ଏକ ତାରିଖରୁ ସମସ୍ତ ନ୍ୟାସନାଲ୍‌ ପେନସନ୍‌ ସିଷ୍ଟମରେ ସମସ୍ତ ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହେବ । ନୂଆ ଏବଂ ପୁରୁଣା ସମସ୍ତ ଉପଭୋକ୍ତା ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ବା ଦୁଇ ସ୍ତରୀୟ ପ୍ରମାଣତା ଉପଯୋଗ କରିବେ ।

- Advertisement -

ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ବା ଦୁଇ ସ୍ତରୀୟ ପ୍ରମାଣତା ନକଲେ ଏଥିରେ ଲଗଇନ୍‌ କରାଯାଇ ପାରିବ ନାହିଁ । ଏପ୍ରିଲ ଏକ ତାରିଖରୁ ଆଧାର କାର୍ଡ ଅନୁସାରେ ଲଗ୍‌ଇନ୍ ଆରମ୍ଭ ହୋଇଯିବ । ବିଭିନ୍ନ ସୁରକ୍ଷା କାରଣରୁ ଏପରି କରାଯାଇଛି । ଏହା ଦ୍ୱାରା ଉପଭୋକ୍ତାଙ୍କର ଲାଭ ହେବ ।

ଏହା ଦ୍ୱାରା ବିଭିନ୍ନ ସାଇବର୍‌ ଫ୍ରଡ ବା ଅନ୍‌ଲାଇନ୍‌ ଠାକାମୀକୁ ମଧ୍ୟ ରୋକାଯାଇ ପାରିବ ।ପେନସନ୍‌ ଫଣ୍ଡ ରେଗୁଲେଟାରୀ ଆଣ୍ଡ ଡେଭେଲପ୍‌ମେଣ୍ଟ ଅଥରଟି ଏହାକୁ ଏପ୍ରିଲ ଏକ ତାରିଖରୁ କେନ୍ଦ୍ର ଏବଂ ସମସ୍ତ ରାଜ୍ୟରେ ଲାଗୁ କରିବା ପାଇଁ ଯାଉଛନ୍ତି । ଉପଭୋକ୍ତା ନିଜର ପାସଓ୍ୱାର୍ଡ ସୁରକ୍ଷା ପ୍ରଶ୍ନ ଏବଂ ଆଇପିନ୍‌କୁ ମନେ ରଖିବା ପାଇଁ ପଡିବ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories