www.samajalive.in
Saturday, December 6, 2025
23.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ  ଯୁବକ ଗିରଫ

କଣ୍ଟାବାଞ୍ଜି -ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳ ରେ ଜଣେ ନାବାଳିକା କୁ ରାତି ଅଧରେ ଘରୁ ଟେକିନେଇ, ଦୁଷ୍କର୍ମ ଅଭିଯୋଗରେ  ଅଭିଯୁକ୍ତ ଯୁବକକୁ ତୁରେକେଲା ପୁଲିସ ଗିରଫ କରିଛି । ଅଭିଯୁକ୍ତକୁ ସୋମବାର ଅପରାହ୍ନ, ବଲାଙ୍ଗୀର ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା ।

କେଶବ ମାଝୀ(୧୯)ଜଣେ ନାବାଳିକା କୁ ଘରୁ ଶୋଇଥିବା ବେଳେ, ଘରୁ ଉଠାଇ ନେଇ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା. ସକାଳୁ ନାବାଳିକାର ମା, ଝିଅ ଘରେ ନଥିବା ଦେଖି ଵା ପରେ,ପରିବାର ଲୋକେ ଖୋଜାଖୋଜି କରିଥିଲେ । ନାବାଳିକାକୁ ଅନ୍ୟ ଏକ ଜାଗାରୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କର ଚିକିତ୍ସା ଚାଲିଛି । ତୁରେକେଲା ଥାନାରେ ନାବାଳିକାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ କେଶ ନଂ ୭୬/୨୪ତା ୨୫/୦୪-ଦଫା ୩୭୬,୩୬୩,୩୬୬,୪ପୋକ୍ସୋ ଆଇନ ବଳରେ ଗିରଫ କରିଛନ୍ତି । ଅଭିଯୁକ୍ତ ଫେରାର ହୋଇ ବସ୍ତିପଡ଼ା ସାଙ୍ଗ ଘରେ ଲୁଚିଥିବା ବେଳେ ପୁଲିସ କରିଥିଲା । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories