www.samajalive.in
Saturday, December 13, 2025
26.1 C
Bhubaneswar

ସାରା ଦେଶରେ ୧୨୦୦ ଇଭି ଚାର୍ଜର ଲଗାଇବ ଏହି କମ୍ପାନୀ

ନୂଆଦିଲ୍ଲୀ : କେରଳର ଶକ୍ତି ପ୍ରୋଦ୍ୟଗିକୀ ଷ୍ଟାର୍ଟଅପ୍ ‘ଚାର୍ଜଏମଓଡି’ ଘୋଷଣା କରିଛି କି କମ୍ପାନୀ ସାରା ଭାରତରେ ୧୨୦୦ ଏବଂ କେରଳରେ ୬୦୦ ଇଲେକ୍ଟ୍ରିକ୍ ଗାଡି ଚାର୍ଜଂ ଷ୍ଟେସନ ଲଗାଇବ । କମ୍ପାନୀ ଚଳିତ ସପ୍ତାହରେ ଏକ ବୟାନରେ କହିଥିଲା କି ସେ ଭାରତର ବିଭିନ୍ନ ରାଜ୍ୟରେ ୧୦୦୦ ସ୍ଲୋ ଚାର୍ଜର ଓ ୨୦୦ ସ୍ପିଡ୍ ଚାର୍ଜର ଏବଂ କେରଳରେ ୫୦୦ ସ୍ଲୋ ଏବଂ ୧୦୦ ସ୍ପିଡ୍ ଚାର୍ଜର ସ୍ଥାପନ କରିବା ନେଇ ଯୋଜନା କରୁଛି ।

ବୟାନରେ କମ୍ପାନୀ କହିଛି କି ଏହି ବିସ୍ତାର କେରଳରେ ବର୍ତ୍ତମାନ ଥିବା ୧୫୦୦ ଚାର୍ଜିଂ ଷ୍ଟେସନ ଏବଂ ସାରା ଭାରତରେ ଥିବା ୨ ହଜାର ଷ୍ଟେସନ ବାଦ୍ ଅତିରିକ୍ତ ନିର୍ମାଣ ହେବ । କମ୍ପାନୀ କହିଛି କି ସେ ୧୨୦ କିଲୋଓ୍ବାଟରୁ ୩୪୦ କିଲୋଓ୍ବାଟ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଅଲ୍ଟ୍ରା ଫାଷ୍ଟ ଚାର୍ଜର ସ୍ଥାପନ କରିବା ପାଇଁ ପ୍ରସ୍ତୁତ, ଯାହା ଫଳରେ ସାରା ଦେଶରେ ଇଲେକ୍ଟ୍ରିକ୍ ଗାଡି ଉପଭୋକ୍ତାଙ୍କୁ ସୁବିଧା ହେବ ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories