www.samajalive.in
Saturday, December 13, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡରେ ମିଳିଲା ୧୯୦ ଲକ୍ଷ ବର୍ଷ ପୁରୁଣା ଶୁଆର ଜୀବାଶ୍ମ, ଓଜନ ଥିଲା ୭ କେ.ଜି

ନୂଆଦିଲ୍ଲୀ : ବେଳେବେଳେ ଏଭଳି କିଛି ଅଜବ ତଥ୍ୟ ବା ରହସ୍ୟ ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଚକିତ କରିଥାଏ । ନିକଟରେ ବୈଜ୍ଞାନିକମାନେ ଏମିତି ଏକ ଗବେଷଣା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ନ୍ୟୁଜିଲାଣ୍ଡରେ ବୈଜ୍ଞାନିକଙ୍କୁ ପ୍ରାୟ ୧୯୦ ଲକ୍ଷ ବର୍ଷ ପୁରୁଣା ଶୁଆର ହାଡ ମିଳିଛି ।

‘ବାୟୋଲୋଜି ଲେଟର୍ସ’ର ନୂଆ ସଂସ୍କରଣରେ ପ୍ରକାଶିତ ଜୀବାଶ୍ମ ବିଶେଷଜ୍ଞଙ୍କୁ ଏକ ଅନ୍ତର୍ଜାତୀୟ ଟିମର ରିପୋର୍ଟ ଅନୁସାରେ ଏହି ଶୁଆ ବହୁତ ବଡ ଥିଲା । ଏହାର ଉଚ୍ଚତା ପ୍ରାୟ ଏକ ମିଟର ଥିଲା । ଏହା ସହିତ ଏହାର ଓଜନ ପ୍ରାୟ ୭ କିଲୋ ଥିଲା । ଗବେଷକଙ୍କ ଅନୁସାରେ ଏହି ଶୁଆ ଉଡି ମଧ୍ୟ ପାରୁଥିଲା ।

- Advertisement -

ଜୀବାଶ୍ମ ବିଶେଷଜ୍ଞଙ୍କୁ ଏହି ବିଶାଳ ଶୁଆର ଅବଶେଷ ୨୦୦୮ ମସିହାରେ ଦକ୍ଷିଣ ନ୍ୟୁଜିଲାଣ୍ଡର ବାଥନ୍ସରେ ମିଳିଥିଲା । ସେବେଠୁ ଏସମ୍ପର୍କରେ ଜାଣିବା ପାଇଁ ଗବେଷଣା ଚାଲିଥିଲା କି ଏହା କେଉଁ ପ୍ରକାର ପକ୍ଷୀ । ତେବେ ଅନୁମାନ କରାଯାଉଥିବା କି ଏହା ଚିଲ ହୋଇଥାଇପାରେ । କିନ୍ତୁ ୧୧ ବର୍ଷର ରିସର୍ଚ୍ଚ ପରେ ଜଣାପଡିଛି କି ଏହା ଏକ ବିଶାଳ ଶୁଆର ଜୀବାଶ୍ମ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories