www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍‌ରେ

ବେଙ୍ଗାଲୁର- କର୍ଣ୍ଣାଟକ ବିଦ୍ୟୁତ ବିଭାଗରେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀ ୮୭ ବର୍ଷିୟ ଶଶୁରଙ୍କୁ ଅମାନବୀୟ ଭାବେ ମାଡ ମାରିବା ସହ ଠେଲି ଦେଇ ଆହତ କରିବା ଘଟଣାରେ ଜେଲ୍‌ ଯାଇଛନ୍ତି । କର୍ଣ୍ଣାଟକ ବିଦ୍ୟୁତ ବୋର୍ଡରେ ଅଧିକାରୀ ଥିବା ଉମାଶଙ୍କରୀ ଏକ ରସ ବଙ୍କୁଲୀବାଡିରେ ନିସ୍ତୁକ ମାଡ ମାରିଥିଲେ । କୌଣସି କଥା ନେଇ ଦୁଇ ଜଣଙ୍କର ଯୁକ୍ତିତର୍କ ହେବାପରେ ଉମାଶଙ୍କରୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ବୁଢା ଲୋକ ଜଣଙ୍କ ତାଙ୍କୁ ହାତ ଯୋଡୁଥିବା ବେଳେ ସେ ମାଡ ମାରି ଶେଷରେ ତାଙ୍କୁ ଠେଲି ତଳେ ପକାଇ ଦେଇଥିଲେ । ଏହାପରେ ସେ ପୁଣି ତାଙ୍କୁ ମାଡ ମାରିବା ପାଇଁ ଉଦ୍ୟମ କରିଥିଲେ ।

- Advertisement -

ଏହି ସବୁର ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା । ୮୭ ବରଷିୟ ପଦ୍ମନାଭ ସୁବର୍ଣ୍ଣଙ୍କ ଝିଅ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଉମା ଶଙ୍କରୀଙ୍କୁ ଗିରଫକରିବା ସହ ଜେଲ୍‌ ପଠାଇ ଦେଇଛି । ଉମା ଶଙ୍କରୀଙ୍କ ସ୍ୱାମୀ ବିଦେଶରେ କାର୍ଯ୍ୟ କରନ୍ତି । ବୃଦ୍ଧ ଲୋକ ଜଣଙ୍କ ଗୁରୁତର ହୋଇଥିବା ବେଳେ ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories