www.samajalive.in
Saturday, December 6, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ମେଣ୍ଟ ଚର୍ଚ୍ଚା ହୋଇନି- ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର..

ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ..

- Advertisement -

ମନମୋହନଙ୍କ ପରେ ସମାନ କଥା ଦୋହରାଇଲେ..

ଦୁଇ ଦିନ ପରେ ବଦଳିବ ପାଗ ; ବଢିବ ତାତି ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା..

ଧର୍ମଶାଳାରେ ଅନ୍ତିମ ଟେଷ୍ଟ ମ୍ୟାଚ ଜିତିଲା ଟିମ୍‍ ଇଣ୍ଡିଆ..

୪-୧ ସିରିଜିରେ ଇଂଲଣ୍ଡକୁ ୬୪ ରନରେ ମାତ ଦେଇ ଟେଷ୍ଟ ସିରିଜି ଜିତିଲା ଭାରତ..

୧୯୫ ରନରେ ଅଲ ଆଉଟ୍‍ ହେଲା ଇଂଲଣ୍ଡ ଟିମ୍‍..

ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ..

ପୁରୀ: ବଡଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର..

ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିପଡିଛି..

ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା..

ଏଏସଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା..

ରାଜଧାନୀ ଭୁବନେଶ୍ୱରରେ ଥମୁନି ଲୁଟେରାଙ୍କ ଉତ୍ପାତ ..

ବିବାହ ଆୟୋଜିତ ହେଉଥିବା ଏକ ହୋଟେଲ ଓ ରାସ୍ତା ଉପରୁ ଜଣେ ସୁନା ଦୋକାନୀଙ୍କ ଠାରୁ ଲୁଟ୍‌‌..

ସମ୍ବଲପୁରରେ ଗଡିଲା ମୋ ବସ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ..

ଅରୁଣାଚଳ ପ୍ରଦେଶ ଓ ଆସାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ଗସ୍ତ ..

ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ହାତୀ ପିଠିରେ ବୁଲିଛନ୍ତି ମୋଦୀ..

କୋଇଡା: କୁଷୁମୁଣ୍ଡି ଗାଁ ପୁଣ୍ଡୁପୋଖରୀ ସାହିରେ ହାତୀ ଆକ୍ରମଣରେ ମହିଳା ମୃତ..

ହାତୀ ଭୟରେ ଘରୁ ବାହାରକୁ ଯିବା ବେଳେ କଚାଡି ମାରିଲା..

ଫୁଲବାଣୀ: ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ..

ଗୋଛାପଡା ଥାନା ବିଡାପଦର ଗାଁରେ ମାଓବାଦୀଙ୍କ ବର୍ବରତା..

ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା..

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories