www.samajalive.in
Thursday, December 11, 2025
18.1 C
Bhubaneswar

ଅହରାହ୍ନ ୫ଟା ମୁଖ୍ୟ ଖବର

ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସୋମବାର ଶପଥ ଗ୍ରହଣ..

ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀର ଚାନ୍ଦ୍‌ନୀ ଚୌକ ସାଂସଦ ଡା. ହର୍ଷବର୍ଦ୍ଧନ..

- Advertisement -

ବାଲେଶ୍ବର: ଗ୍ରୁପ ଟଙ୍କା ମାଗିବାରୁ ହଟଣାକଟା.. ଜଣେ ମହିଳା ଗୁରୁତର.. ପରିଖି ଖଡ଼ିପାଇରେ ଲୋନ୍ ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ.. ଟଙ୍କା ଫେରାଉ ନ ଥିବାରୁ ମାଗିବାକୁ ଘରକୁ ଯାଇଥିଲେ.. ଟଙ୍କା ନେଇଥିବା ଉତ୍ୟକ୍ତ ମହିଳା ପନିକିରେ ଆକ୍ରମଣ କରିଥିଲେ..

ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି..

ଦିଲ୍ଲୀ ବଦରପୁର ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣା.. ୩ ମୃତ, ୪ ଗୁରୁତର..

ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର.. ୧ ନକ୍ସଲ ନିହତ, ଜଣେ ଯବାନ ଶହୀଦ..

କେନ୍ଦ୍ରାପଡା ମହାକାଳପଡା ଡିଆରଡିଓ କ୍ୟାମ୍ପରେ ଅଘଟଣ.. ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା..

କେନ୍ଦ୍ରାପଡାରେ ଗୋଟିଏ ପରିବାରର ୩ଜଣଙ୍କ ସନ୍ଦେହଜନକ ମୃତ୍ୟୁ..

କଟକ ମଙ୍ଗୁଳି ଟୋଲଗେଟ୍ ନିକଟରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର, ୩ ଗିରଫ..

ଅନୁଗୁଳରେ ଅଭାବନୀୟ ଘଟଣା.. ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ.. ମୃତଦେହକୁ ଚଦରରେ ଘୋଡାଇ ଅଭିଯୁକ୍ତ ଫେରାର୍‌..

ପ୍ରସିଦ୍ଧ କଟକ ରୂପା ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍..

ବାରିପଦା ସୁନାଗାଡିଆରେ ଅଭାବନୀୟ ଘଟଣା.. ରାସ୍ତାରୁ ମିଳିଥିବା ମନିପର୍ସକୁ ନେଇ ତୁମୁଳକାଣ୍ଡ.. ପର୍ସରେ ଥିବା ୫୫୦ ଟଙ୍କାକୁ ନେଇ ଯୁକ୍ତତର୍କ ପରେ ଯୁବକଙ୍କୁ ବିଭତ୍ସ ହତ୍ୟା..

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories