www.samajalive.in
Saturday, December 6, 2025
26.1 C
Bhubaneswar

କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

ଡେସ୍କ: ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସହ ଅଧ୍ୟକ୍ଷ ବିଲ୍ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ, ପୋଷଣ ନିରାପତ୍ତା ଏବଂ ଜଳବାୟୁ ସ୍ଥିରତାରେ ଉନ୍ନତି ଆଣିବା ଦିଗରେ ମିଳିତ ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶା ସରକାର ୨୦୧୭ ମସିହାରୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ଭାଗିଦାରୀ କରି ଆସୁଛନ୍ତି।

ଏହି ଭାଗିଦାରୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ଅଗ୍ରଣୀ ଭାବେ ଉଭା କରିବାରେ ସହାୟକ ହୋଇଛି ଏବଂ ସରକାର କୃଷକ ଓଡ଼ିଶା ଡାଟାବେସ୍, ଗୋ-ସୁଗମ ପୋର୍ଟାଲ୍ ଏବଂ ଆମ କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

- Advertisement -

ପ୍ରଦର୍ଶନ ପରେ ଶ୍ରୀ ଗେଟ୍ସ ବିଭାଗ ଦ୍ୱାରା ସ୍ଥାପିତ ଡିଜିଟାଲ ପବ୍ଲିକ ଇନଫ୍ରା ମାଧ୍ୟମରେ ରାଜ୍ୟର ଦୁଇ ଜଣ ସଫଳ କୃଷକଙ୍କ ସହ ଆଲୋଚନା କରିଥିଲେ ଯେଉଁମାନେ ସେମାନଙ୍କ ଆୟ ଏବଂ ଅଭ୍ୟାସରେ ଉନ୍ନତି ଆଣିଛନ୍ତି। ଏହି ପ୍ରତିନିଧି ଦଳ କୃଷି ଭବନସ୍ଥିତ ମିଲେଟ୍ କାଫେ ପରିଦର୍ଶନ କରିଥିଲେ।

ବୁଧଙ୍କ ସ୍ଥିତି ଦୁର୍ବଳ ହେଲେ ଜୀବନରେ ଲାଗି ରହେ ସମସ୍ୟା : ଏମିତି ମିଳିବ ଶୁଭଫଳ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories