ବୁଧଙ୍କ ସ୍ଥିତି ଦୁର୍ବଳ ହେଲେ ଜୀବନରେ ଲାଗି ରହେ ସମସ୍ୟା : ଏମିତି ମିଳିବ ଶୁଭଫଳ..

ସନାତନ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ବୋଲି ମାନ୍ୟତା ରହିଛି। ସପ୍ତାହର ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସମର୍ପିତ। ଏହି ଦିନ ଗଣେଶଙ୍କ ପୂଜା ଓ ବୁଧ ଗ୍ରହ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ। ବୁଧବାର ଦିନ ପ୍ରଭୁ ଗଣେଶଙ୍କ ସହ କିଛି ଜ୍ୟୋତିଷ ଉପାୟ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ମଜଭୂତ ହୋଇଥାଏ।ଜୀବନରେ ଆସିବାକୁ ଥିବା ବାଧା ମଧ୍ୟ ଦୂର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର … Continue reading ବୁଧଙ୍କ ସ୍ଥିତି ଦୁର୍ବଳ ହେଲେ ଜୀବନରେ ଲାଗି ରହେ ସମସ୍ୟା : ଏମିତି ମିଳିବ ଶୁଭଫଳ..