www.samajalive.in
Sunday, December 14, 2025
23.1 C
Bhubaneswar

୭ମାର୍ଚ୍ଚରେ ୩ ଗ୍ରହଙ୍କ ଦୁର୍ଲଭ ସଂଯୋଗ: ସର୍ତକ ରୁହନ୍ତୁ ୪ଟି ରାଶିର ବ୍ୟକ୍ତି, ନଚେତ ହରାଇବେ ଚାକିରି

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ପରିବର୍ତ୍ତିତ ରାଶିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ କିଛି ଗ୍ରହ ମାର୍ଚ୍ଚ ମାସରେ ଏକାଠି ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହମାନଙ୍କର ଏହି ରାଶି ପରିବର୍ତ୍ତନ ଗୁଡିକର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ଦୃଶ୍ୟମାନ ହେବ । ଏହି ପରିବର୍ତ୍ତନ କେତେକ ରାଶି ପାଇଁ ଶୁଭ ଫଳ ପ୍ରାପ୍ତି ହେବ ଏବଂ କିଛି ରାଶି ପାଇଁ ଅସୁଭ ହେବ । ଭୋପାଳର ଜ୍ୟୋତିଷ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ମତରେ ଏହି ୪ଟି ରାଶିର ବ୍ୟକ୍ତଙ୍କ ପାଇଁ ଅସୁଭ ହୋଇପାରେ ବୁଧଙ୍କ ସଂଯୋଗ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ, ଶନି ଏବଂ ବୁଧ ଗ୍ରହମାନେ ସମାନ ରାଶିରେ ଏକାଠି ରହିବେ । ଏହି ତିନି ଗ୍ରହଣ ମିଳନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ ।

୧ ମେଷ: ରାଶି ବିଶିଷ୍ଟ ବ୍ୟକ୍ତିମାନେ ସରକାରୀ କାର୍ଯ୍ୟରେ ସଫଳତା ପାଇବେ । କିନ୍ତୁ ଆର୍ଥିକ କ୍ଷେତ୍ରରେ କ୍ଷତି ସହିପାରନ୍ତି । ତେଣୁ ଏହି ସମୟ ମଧ୍ୟରେ ମେଷ ରାଶିର ଲୋକମାନେ ସାବଧାନ ହେବା ଆବଶ୍ୟକ ।

- Advertisement -

୨ ବୃଷ: ଗ୍ରହମାନଙ୍କର ଏହି ଗମନାଗମନ ସମୟରେ ବୃଷ ରାଶି ଥିବା ବ୍ୟକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇପାରିବେ । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । କେତେକ ପ୍ରମୁଖ ରୋଗ ଚିହ୍ନଟ ହୋଇପାରେ ।

୩ କର୍କଟ: ସୂର୍ଯ୍ୟ, ଶନି ଏବଂ ବୁଧଙ୍କର ଗମନାଗମନ ସମୟରେ ସତର୍କ ରହିବା ଆବଶ୍ୟକ । କର୍କଟ ରାଶିର ଲୋକମାନେ କିଛି ଗୁରୁତର ଆଘାତ ପାଇପାରନ୍ତି ।

୪ ସିଂହ: ସୂର୍ଯ୍ୟ, ଶନି ଏବଂ ବୁଧଙ୍କର ଏକାଠି ଯୋଗୁ ସିଂହ ରାଶିର ବ୍ୟକ୍ତିମାନେ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟଇ ହୋଇପାରେ । ଏହି ସମୟରେ ଜୀବନସାଥିଙ୍କ କଥା ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories