www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ..

ଶୁକ୍ରବାରଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି..

- Advertisement -

ଦିନ ଗୋଟାଏରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସରିବ..

ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ କୋର୍ଟଙ୍କ ନୋଟିସ୍‍..

୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଏସଡିଜେଏମ୍‍ କୋର୍ଟ..

କେନ୍ଦୁଝର: ସ୍କୁଟିରେ ଗଲା ବେଳେ ଧକ୍କା ଦେଲା ଟ୍ରକ, ୨ମୃତ..

ଘଟଣାସ୍ଥଳରେ ବାପା ପୁଅ ମୃତ..

ପୁଲିସ-ମାଓବାଦୀ ଗୁଳିବିନିମୟ..

ବରଗଡ ପାଇକମାଳ ଜଙ୍ଗଲରେ ମୁହାଁମୁହିଁ..

କମ୍ବିଂ ଅପରେସନ ଜୋରଦାର, ଘଟଣାସ୍ଥଳକୁ ଯାଉଛନ୍ତି ଉତ୍ତରାଞ୍ଚଳ ଆଇଜି..

ଟ୍ରକ ଧକ୍କାରେ ବାପା ଓ ପୁଅଙ୍କ ମୃତ୍ୟୁ ଖବର ପାଇ ହୃଦଘାତରେ ଦାଦା ମୃତ..

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories