ଗାଡି ଡିକି ଭାଙ୍ଗି ଲୁଟି ନେଲେ ଭତ୍ତା ଟଙ୍କା
କାମାକ୍ଷାନଗର : ଲୁଟି ନେଲେ ଭତ୍ତା ଟଙ୍କା। ୧ ଲକ୍ଷ ୮୦ ହଜାର ଭତ୍ତା ଟଙ୍କା ଲୁଟ୍ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ପରଜଙ୍ଗ ଥାନା ପିତିରି ପଞ୍ଚାୟତ ଜିଆରଏସଙ୍କ ଠାରୁ ଏହି ଲୁଟ୍ ହୋଇଛି। ଖାଲପାଳ ଗାଁରେ ଭତ୍ତା ବଣ୍ଟନ ବେଳେ ଲୁଟ୍ ହୋଇଛି। ଗାଡି ଡିକି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.