www.samajalive.in
Friday, December 5, 2025
27.1 C
Bhubaneswar

ପ୍ରବଳ ତୁଷାରପାତରୁ ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ: ସିକ୍କିମର ନାତୁଲାରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହୋଇଛି। ଯେଉଁଥିରେ ୫୦୦ରୁ ଅଧିକ ପର୍ଯ୍ୟଟକଙ୍କ ସହ ପ୍ରାୟ ୧୭୫ଟି ଗାଡି ଫସି ରହିଥିଲା। ଶେଷରେ ତ୍ରିଶକ୍ତି କର୍ପସର ସେନାମାନେ ସହାୟତାର ହାତ ବଢ଼ାଇଛନ୍ତି। ଫସି ରହିଥିବା ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ମେଡିକେୟାର, ଗରମ ଖାଦ୍ୟ ଇତ୍ୟାଦି ଯୋଗାଇଦେଇଛନ୍ତି।  ଏହାପୂର୍ବରୁ ଫେବୃଆରୀ ୨୦ ରେ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସିଆରପିଏଫ ଯବାନମାନେ ପ୍ରବଳ ତୁଷାରପାତ ହେତୁ ଅଟକି ରହିଥିବା ଗାଡିଗୁଡିକୁ ସାହାଯ୍ୟ କରିଥିଲେ। ଏହି ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେତୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ସମେତ ଭୂସ୍ଖଳନ ହେତୁ ଅନେକ ରାସ୍ତା ଅବରୋଧ ହୋଇଥିଲା।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories