www.samajalive.in
Saturday, December 13, 2025
26.1 C
Bhubaneswar

ମୁକୁଳା ଡ୍ରେନରେ ପଡି ଯୁବକର ମୃତ୍ୟୁ

କେଶଦୁରାପାଳ : ମୁକୁଳା ଡ୍ରେନରେ ପଡି ଜଣେଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଆନନ୍ଦପୁର ପୌର ପରିଷଦର ୭ନଂ ୱାର୍ଡ଼ଗୌଡ଼ ସାହିର ପାପା ରାଓଙ୍କ ମଝିଆଁ ପୁଅ ମୂର୍ତ୍ତି ( ୪୦ )ର ଗତ ୧୫ ତାରିଖରୁ କେଉଁଆଡ଼େ ନିଖୋଜ ଥିବା ବେଳେ ମୁକୁଳା ଡ୍ରେନରେ ପଡି ତାର ମୃତ୍ୟୁ ମୃତ୍ୟୁ ଘଟିଥିବା ଜଣାପଡିଛି।

ସମଗ୍ର ଆନନ୍ଦପୁର ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି । ପୌର ପରିଷଦର ମୁକୁଳା ଡ୍ରେନରେ ପ୍ରତି ଦୃଷ୍ଟି ନଦେବା ଓ ଦାୟିତ୍ୱହୀନତା ଯୋଗୁ ମୁକୁଳାଡ୍ରେନ ପାଣି ପ୍ରବାହିତ ହେଉଥ‌ିବା ୭ନଂ ୱାର୍ଡ଼ ଗୌଡ଼ ସାହିର ପଙ୍କ ଆବର୍ଜନାରେ ଭରି ହୋଇଥିବା ଗଭୀର ମୁକୁଳା ଡ୍ରେନରେ ମୂର୍ତ୍ତି ( ୪୦ )ପଡିଯାଇ ମୃତ୍ୟୁ ବରଣ କରି ଥିବା ପରିବାର ଲେକେ କହିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories